Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ସାର କଳା ବଜାରୀ ଉପରେ ଧରାକୋଟ ପ୍ରଶାସନ ର ଛଡାଉ ସାର, କୀଟନାସକ ଔଷଧ ଜବତ l




ଧରାକୋଟ ବ୍ଲକ ର ବିଭିନ୍ନ ସୋସାଇଟି ରେ ସରକାରୀ ନିୟମ ଅନୁସାରେ  ମଣ୍ଡିରେ ନାମ ଥିଲେ କିମ୍ବା ଲୋନ ନେଇ ଥିବାବ୍ୟକ୍ତି,ଭାଗ ଚାଷୀ ହେଉ କିମ୍ବା ଭାଇ ଭାଗ ହୋଇ ନଥିଲେ ଗୋଟିଏ ପଟା ରେ ଜଣେ ହିଁ ସାର ପାଉ ଥିବା ବେଳେ ଏହାର ଫାଇଦା କଳାବଜାରୀ ଉଠାଉ ଥିବା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ର ବାହାଡାଗୁଡା ଗ୍ରାମରେ l

ସୂଚନା ପ୍ରକାରେ ଧରାକୋଟ ବ୍ଲକ ପ୍ରଶାସନ ମିଳିତ ଚଢ଼ାଉ ରେ ଆଜି ଧରାକୋଟ ବ୍ଲକ ର ବାହାଡାଗୁଡା ଗ୍ରାମ ରେ ଗୋଟିଏ ଘରୁ  ୟୁରିଆ 50 କେଜିଆ  30 ବସ୍ତା, ଗ୍ଲୋମର 50 କେଜିଆ 17 ବସ୍ତା  ଶହ କୀଟନାସକ, ବିଶୋଧନ ଭଳି ବିଭିନ୍ନ ଔଷଧ କୁ ଜବତ କରାଯାଇଥିବା ସୂଚନା ମିଳିଛି l

ଅନ୍ୟପଟେ ସାର ଗତବର୍ଷ ଠାରୁ ଚଳିତ ବର୍ଷ ସାର ଶଙ୍କଟ ବଢିବା ଆଶଙ୍ଖା  ଅନୁମାନ କରାଯାଉଥିବା ବେଳେ ଵର୍ତମାନ ଠାରୁ ସ୍ଥାନୀୟ ପ୍ରଶାସନ ଅଣ୍ଟାଭିଡ଼ିବା ଆରମ୍ଭ କରି ଯେଉଁଠି ଯେଉଁଠି କଳାବଜାରୀ ର ଅଭିଯୋଗ ଆସୁଛି ସିଧା ଆକ୍ସନ ମୁଡ଼ ରେ ତହସିଲ, ପୋଲିସ, ସପ୍ଲାଇ, ଓ କୃଷି ବିଭାଗ ସମେତ ସମସ୍ତ ପ୍ରଶାସନ ମିଳିତ ଚଢ଼ାଉ କରି କଳାବଜିରୀ ରୋକି ଚାଷୀଙ୍କ ପ୍ରତି ଗୁରୁତର ଦେଉଥିବା ଜଣାପଡୁଛି l ଅନ୍ୟ ପଟେ ଆସିକା ARCC କୁ ଆସିଥିବା ସାର ଗୋଦାମ ରେ ନଥିବା  କହି ଆସିକା ବିଜେଡି କର୍ମୀ ଅଭିଯୋଗ ଆଣିଥିବା ବେଳେ ଅଭିଯୋଗ କେବଳ କାଗଜ ପତ୍ରରେ ସୀମିତ ରହିଛି l ଵର୍ତମାନ ସମୟରେ ଚାଷୀ ଙ୍କ ତଣ୍ଟିଚିପି ନିଜେ ମlଲାମlଳ ହେବା ପାଇଁ ଚଢାଦର ରେ 1000/1200 ଟଙ୍କା ରେ ସାର ବିକ୍ରି କରୁଥିବା ବେଳେ ପ୍ରଶାସନ ର ଚଢ଼ାଉ କଳାବଜାରୀ ଙ୍କୁ ଏକ ଶକ୍ତ ଚାପୁଡ଼ା ଭଳି ଅନୁଭବ କରୁଛନ୍ତି l ବର୍ତମାନ ଚାଷ ର ଆରମ୍ଭ ପୃବରୁ କଳାବଜାରୀ ଙ୍କ ଉପରେ ଚଢ଼ାଉ ଆଗକୁ ଆହୁରି କଡାକଡି ରହିବl ଶହ ଅଭିଯୋଗ ଆସିଲେ ସଙ୍ଗେ ସଙ୍ଗେ ଆକ୍ସନ ହେବ ବୋଲି ଚେତାବନୀ ଦେଇଛି l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS