Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ସମ୍ବତିକ ଉପରେ ଏପରି ଘଟଣା ପ୍ରଶାସନ ଅଧିକାରୀ ଙ୍କୁ ଘୋର ନିନ୍ଦା

 


ମାଲକାନଗିରି:-'ଗତକାଲି ରାତି 12 ଟାରେ ଚିତ୍ରକୋଡା ଏସ୍ଡ଼ିପିଓ ପ୍ରଦୋଷ ପ୍ରଧାନ ଦୁଇଟି ପୋଲିସ ଗାଡିରେ 10 ଜଣ ପୋଲିସ ଙ୍କୁ ଧରି ମାଲକାନାଗିରି ର ବି ଟିଭି ରିପୋର୍ଟର ସନ୍ତୋଷ ସେଠୀଙ୍କ କବାଟ ଭାଙ୍ଗି, ତାଙ୍କ ମା ଓ ସ୍ତ୍ରୀ ଙ୍କୁ ମାଡ ମାରି ସାରିବା ପାରେ ସାଙ୍ଗରେ ଆଣିଥିବା ଗଂଜେଇ ବସ୍ତା କୁ ସନ୍ତୋଷ ଙ୍କ ଘରେ ପୁରେଇ, ଚୋରା ଗଂଜେଇ ବେପାର କରୁଥିବା ଅଭିଯୋଗ ରେ ଘରୁ ଉଠେଇ ନେଇ ଥାନାରେ ନିର୍ଯ୍ୟାତନ ସହ ଏନକାଉଣ୍ଟର କରିବାକୁ ଉଦ୍ୟତ ହେଉଥିବା ବେଳେ ଅନ୍ୟ କିଛି ପୋଲିସ ଙ୍କ ଅନୁରୋଧ କ୍ରମେ ଆଜି ସକାଳେ ସନ୍ତୋଷ ଙ୍କୁ ଛାଡିଦେଇଥିବା ର ପ୍ରମାଣ ରହିଛି।ମାଲକାନାଗିରି ଏସପି ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନହେଲେ ଉଭୟ ହାଇକୋର୍ଟଙ୍କୁ ଟାଣିବା ସହ, ମାନବାଧିକାର କମିଶନ, ଏସଟିଏସସୀ କମିଶନ ରେ ଉଭୟଙ୍କ ବିରୁଦ୍ଧରେ ଅଭିଯୋଗ ହେବ ବୋଲି ଜଣାପଡିଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS