Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ପେଟ୍ରୋଲ, ଡିଜେଲ,ଗ୍ୟାସ ଓ ଅତ୍ୟାବଶ୍ୟ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ମାଲକାନଗିରି ଜିଲ୍ଲା ବିଜେଡି କର୍ମୀ ଙ୍କ ଦ୍ୱାରା ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି


 ପେଟ୍ରୋଲ, ଡିଜେଲ,ଗ୍ୟାସ ଓ ଅତ୍ୟାବଶ୍ୟ ସାମଗ୍ରୀ ର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ବିଜେଡି କର୍ମୀ ଙ୍କ ଦ୍ୱାରା ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି ଏହାର ନେତୃତ୍ୱ ନେଇଥିଲେ ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀ। ବିଜେପି ସରକାର ଙ୍କୁ ରଣହୁଙ୍କାର ଗର୍ଜନ ଦେଇଥିଲେ ବିଜେଡି ଓଡିଶା ରାଜ୍ୟ secratary ଦୁର୍ଗା ପ୍ରସାଦ ତ୍ରିପାଠୀ । ଏଥିରେ ଯୋଗ ଦେଇଥିଲେ ଜିଲ୍ଲା ର ସମସ୍ତ ବ୍ଲକ ଓ ପଞ୍ଚଯାତ ର ପଦାଧିକାରୀ ମାନେ ଏହି ବିକ୍ଷୋଭ ଓ ପ୍ରତିବାଦ ଟି ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଲାଠିଆଗୁଡା ଠାରୁ ଆରମ୍ବ କରି ମାଲକାନଗିରି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା। ଆଗାମୀ ଦିନ ରେ ଯଦି ସରକାର ଦରଦାମ ବୃଦ୍ଧି କୁ ନେଇ କୌଣସି ନିଷ୍ପତି ନେବେନାହିଁ ତେବେ ବିଜେଡି ରାଜରାସ୍ତା କୁ ଓଲ୍ହେଇ ବା ପାଇଁ ଚେତାବନୀ ଦେଇଛନ୍ତି ମାଲକାନଗିରି ଜିଲ୍ଲା ସଭାପତି ଓ Ex-MLA ଶ୍ରୀ ଯୁକ୍ତ ମାନସ ମାଡକାମୀ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS