Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଜେଲ୍ ଭିତରେ ସୁରକ୍ଷା ବ୍ଯବସ୍ଥା କୁ ନେଇ ଉଠିଲା ପ୍ରଶ୍ନ ' ସଲାଖ ପଛରେ ଅସୁରକ୍ଷିତ ମହିଳା କଏଦୀ !

 



 ଜେଲକୁ ଅପରାଧୀ ଙ୍କ ସଂସ୍କାର କେନ୍ଦ୍ର କୁହାଯାଉଥିବା ବେଳେ ସେହି ସୁରକ୍ଷିତ ଚାରିକାନ୍ଥ ଭିତରେ ମହିଳା କଏଦୀ ଇଜ୍ଜତ ଏବଂ ମାନବିକତା କୁ ଜାଣିଶୁଣି ବଳି ପକାଇ ଦିଆଯାଉଛି କି ? 

ଏ ଘଟଣା ର ପୁଙ୍ଖାନୁପୁଙ୍ଖ ଅନୁଧ୍ଯାନ କଲେ ସିଷ୍ଟମ୍ ଉରରେ ବଡ ପ୍ରଶ୍ନ ଉଠିବା ସ୍ବଭାବିକ, 

ଝାଡଖଣ୍ଡ ରାଞ୍ଚି ର ହତଓ୍ବାର ଜେଲରୁ ଏପରି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପୂର୍ଣ୍ଣ ପ୍ରଶାସନ ଏବଂ ଆଇନ୍ ବ୍ଯବସ୍ଥା କୁ ନେଇ କାଠଗଡାରେ ଠିଆ କରିଦେଇଛି । - ତେବେ ପ୍ରଶ୍ନ ଉଠୁଛି ୨୪ ଘଣ୍ଟା କାର୍ଯ୍ୟରତ ପୋଲିସ୍ ର କଡା ସୁରକ୍ଷା ମଧ୍ଯେ ମହିଳା କଏଦୀ ର ଇଜ୍ଜତ ଲୁଟିଲା କିଏ ଏବଂ ମହିଳାର ୯ ମାସ ହେବା ଯାଏ ଏଘଟଣା କୁ ଚାପିଲା କିଏ " ( କଏଦୀ, ଜେଲ କର୍ମଚାରୀ ନା ସମ୍ପୂର୍ଣ୍ଣ ସରକାରୀ ବ୍ଯବସ୍ଥା )

ସିଷ୍ଟମ ଅବହେଳା ଯୋଗୁ ଜେଲ୍ ଭିତରେ ଜନ୍ମ ନେବ ନିରୀହ ଜୀବନ। ଦାୟୀ କିଏ ରହିବ ; ଏହା ଏକ ଘଟଣା ନୁହେଁ ବଂର ଜେଲ୍ ସୁରକ୍ଷା ବ୍ଯବସ୍ଥା ର ବଡ ବିଫଳତା ଏବଂ ଆଇନ୍ କାନୁନ ର ଅପାରଗତା ...l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS