ଗଞ୍ଜାମ ଜିଲ୍ଲାର ଆସିକା ସହର ଗତ ସାଧରଣନିର୍ବାଚନ ପର ଠାରୁ ଚର୍ଚ୍ଚା ରେ ରହିଆସିଛି। ବ୍ରିଟିଶ ଅମଳରୁ ଆସିକା କଇଁଫୁଲିଆ ଛକ ନାମରେ ଏହି ତିନି ଛକିଆ ଛକ ରହିଆସିଛି। ବର୍ତ୍ତମାନ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ମୁନିସିପାଲିଟି ଘୋଷଣା ହେବା ପରେ କାଳ ଷଣ୍ଢ ପୁର ପଞ୍ଚାୟତର କିଛି ଅଂଶ କୁ ମୁନିସିପାଲିଟି ରେ ମିଶାଯାଇଛି। ଆସିକା ପୌରପରିଷଦର ନଥୁବା ଏକ ବୋର୍ଡ଼ କୁ କଇଁଫୁଲିଆ ଛକ ଠାରେ ସରୋଜ ପାଢ଼ୀ ଛକ ବୋଲି ଦର୍ଶାଇ ଉକ୍ତ ବୋର୍ଡ଼ ପୋତାଯାଇଛି। ମହାପୁରଷଙ୍କ ନାମରେ ବିଭିନ୍ନ ମାର୍ଗକୁ ନାମିତ କରାଯିବାର ନଜିର ରହିଛି କିନ୍ତୁ ବିଧାୟକ ଙ୍କୁ ଖୁସି କରିବା ପାଇଁ କିଛି ସ୍ବାର୍ଥ ବାଦୀ ଲୋକ ଏପରି କରିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ପୌରପରିଷଦ କାହା ନିର୍ବେଶ ରେ ସରୋଜ ପାଢ଼ୀ ଛକ ନାମରେ ନାମିତ କଲା ଏ ସରୋଜ ପାଢ଼ୀ କିଏ...?? ବୋଲି ଲୋକେ ପ୍ରଶ୍ନ କଲେଣି । କଇଁଫୁଲିଆ ଛକକୁ ସରୋଜ ପାଢ଼ୀ ଛକ ନାମରେ ନାମିତ ହେବା ପରେ ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।ଆସିକା ବିଜୁଜନତା ଦଳ ଏବଂ କିଛି ବୁଦ୍ଧିଜୀବୀ ଆଇନର ଆଶ୍ରୟନେବାକୁ ବାଧ୍ୟ ହେବେ ବୋଲି ସଜବାଜ ହେଉଥିବା ଚର୍ଚ୍ଚା ଜୋର ଧରିଛି। ଏବଂ ପୌରପରିଷଦର ଏଭଳି କାର୍ଯ୍ୟ କୁ ନିନ୍ଦା କରିବା ସହିତ ଆସିକା ନାମକୁ ହଟାଇ ମହାପୁରୁଷ ସରୋଜ ରଖିଲେ ଭଲ ହୁଅନ୍ତା ବୋଲି ଲୋକେ କଟାକ୍ଷ କଲେଣି । ପୌରପରିଷଦର କାହା ନିର୍ଦେଶ ରେ ଏପରି ନାମ ପରିବର୍ତ୍ତନ କରିଛି ତାହା ବି ତଦନୁ ହେବା ଜରୁରୀ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଲାଣି । ଏବଂ ଆଗାମୀ ଦିନରେ ପୌରପରିଷଦର ଏହି ହୀନ ମାନସିକତା କୁ ନେଇ ଜନ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଲେଣି l
ବାଃ ବାଃ ରେ କାଢ଼ୁଆ ଭାଇନା.....! ଆସିକା କଇଁଫୁଲିଆ ଛକ କୁ ସରୋଜ ପାଢ଼ୀ ଛକ କାହା ନିଦ୍ଧେଶ ରେ କରାଗଲା ବୋଲି ସାଧାରଣ ରେ ପ୍ରଶ୍ନ .....!
May 20, 2026
0