Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ବ୍ରହ୍ମପୁର ପୋଲିସର ସଚେତନ ରାତ୍ରି ପେଟ୍ରୋଲିଂରେ ଡକାୟତି ଯୋଜନା ବିଫଳ — ୩ ଅଭିଯୁକ୍ତ ଗିରଫ, ୨ ନାବାଳକ ଅଟକ l

 


ବ୍ରହ୍ମପୁର ସହରରେ ରାତ୍ରି ପେଟ୍ରୋଲିଂ ସମୟରେ ବଡ଼ବଜାର ଥାନା ପୋଲିସ ଏକ ବଡ଼ ଅପରାଧ ଘଟଣାକୁ ଅଟକାଇବାରେ ସଫଳ ହୋଇଛି। ସୂଚନା ଆଧାରରେ ପୋଲିସ l ଓମ୍ ନଗର ନିକଟରେ ନୂତନ ନିର୍ମିତ କଲ୍ୟାଣ ମଣ୍ଡପ ପାଖରେ ଚଢ଼ାଉ କରିଥିଲେ। ସେଠାରେ କିଛି ଦୁର୍ବୃତ୍ତ ହାଇୱେ ଓ ବାଇପାସ୍ ରାସ୍ତାରେ ଡକାୟତି ଓ ଲୁଟ୍ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିଥିଲା।

ଘଟଣାସ୍ଥଳରୁ ରୁଦ୍ର ନାରାୟଣ ଗୌଡ଼ (୧୯), ଆକାଶ ଭୁୟାଁ (୨୪) ଓ *ଲକ୍ଷ୍ମଣ ଘଡେଇ (୨୪)*ଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଦୁଇ ଜଣ ନାବାଳକ ଅଟକ ରଖାଯାଇଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS