ନୟାଗଡ଼: ବାଲୁଗାଁ ଛେଡ଼ପଡ଼ା ନିକଟରେ ଓଲଟିଲା ବସ୍। ବସ୍ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଗୁରୁତର ଆହତ। ବସ୍ଟି ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଫତେଗଡ଼ ପୋଲିସ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି।
Janatanka Swara
April 28, 2026
0
ନୟାଗଡ଼: ବାଲୁଗାଁ ଛେଡ଼ପଡ଼ା ନିକଟରେ ଓଲଟିଲା ବସ୍। ବସ୍ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଗୁରୁତର ଆହତ। ବସ୍ଟି ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଫତେଗଡ଼ ପୋଲିସ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି।
Copyright © 2026 Janatanka Swara All Rights Reserved Web Developer Mahesh Designed By Mahesh Naik