Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

500 ସିଲିଣ୍ଡର ଗ୍ୟାସ ଜବତ l

 



କଟକ ସଦରରେ ଚୋରା ଗ୍ୟାସର କଳା କାରବାର। ୫୦୦ ସିଲିଣ୍ଡର ଜବତ କଲା ସଦର ପୋଲିସ। ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଖୁଲମ୍ ଖୁଲା ଚାଲିଥିଲା ଏହି ଚୋରା କାରବାର। ବ୍ରାହ୍ମଣ ଝରିଲୋରେ ଚାଲିଥିଲା ସନ୍ଦିଗ୍ଧ ଗୋଦାମ ଏବେ ଠାବ ହୋଇଛି ଖବର ପାଇ ସଦର ପୋଲିସ ଚଢ଼ାଉ କରି ଗୋଦାମ ସିଲ୍ କରିଛି। ଜବତ ସିଲିଣ୍ଡର ସରକାରୀ ଗୋଦାମଜୁ ଯିବ ବୋଲି ଜଣାପଡିଛି। ମାତ୍ର ଦୁଇ ଦିନ ତଳେ ଗଙ୍ଗେଶ୍ୱରରେ ମଧ୍ୟ ସଦର ପୋଲିସ ଚୋରା ସିଲିଣ୍ଡର ଜବତ କରିଥିଲା। ପୁଣି ଥରେ ସଦର ଥାନା ଅଞ୍ଚଳରେ ଚୋରା ଗ୍ୟାସ କାରବାର ଚିନ୍ତା ବଢ଼ାଇଛି। ତେବେ ଏହି ରାକେଟ ପଛରେ କିଏ ଓ କାହାର ହାତ ରହିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS