Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଗଞ୍ଜେଇ_ଜବତ ଅଭିଯୁକ୍ତ ଗିରଫ


ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ୪ ନମ୍ବର୍ ପ୍ଲାଟଫର୍ମ ନିକଟରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ୨୧kg ଗଞ୍ଜେଇ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ ଶୁଭଙ୍କର ଦିଗାଲ, ସୀମାଞ୍ଚଳ ପରିଡ଼ା,ସୀମାଞ୍ଚଳ ପାତ୍ର ବୋଲି ଜଣାପଡିଛି l ଅଭିଯୁକ୍ତ ଶୁଭଙ୍କର ଦିଗାଲ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ସୀମାଞ୍ଚଳ ପାଟପୁର ଗଞ୍ଜାମ ଜିଲ୍ଲାର ବୋଲି ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ ସ୍ମୃତି କାନ୍ତ ରାଉତ ସୂଚନା ଦେଇଛନ୍ତି l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS