Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଲଣ୍ଡାଜୁଆଳି ପ୍ରlଥମିକବିଦ୍ୟlଳୟର ପ୍ରଧାନ ଶିକ୍ଷକ ନିଲମ୍ବିତ l


 ଆସିକା ଶିକ୍ଷା ବିଭାଗ ଅଧୂନ ରେ ଥ‌ିବା ଲଣ୍ଡାଜୁଆଳିଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁମନ ବାଡ଼ତ୍ୟା ଙ୍କୁ ଗୁରୁତର ଅର୍ଥ ନୈତିକ ଅନିୟମିତ କୁ ନେଇ ନିଲମ୍ବିତ କରାଯାଇଛି।ଗଞ୍ଜାମ ଜିଲ୍ଲାର ଆସିକା ଗୋଷ୍ଠୀ ଶିକ୍ଷା ଅଧୂନ ରେ ଥ‌ିବା ଲଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯାଞ୍ଜ ବେଳେ ପ୍ରାୟ ଏକ ବର୍ଷ ହେଲା ବିଦ୍ୟାଳୟ ର ଉପସ୍ଥାନ ଖାତାରେ ପିଲାଙ୍କ ସଂଖ୍ୟା ପଡ଼ିନଥିବା ଅଭିଯୋଗ ହୋଇଥିଲା । ଗତ ୨୬ ତାରିଖ ଦିନ ନିସର୍ଭ ରେ ଧନ୍ୟ ଶିକ୍ଷା ବ୍ୟବସ୍ଥା ବୋଲି ଖବର ପ୍ରକାଶ ହୋଇଥିଲା।ଆସିକା ବିଇଓ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ ରେ ଯାଇଥିବା ବେଳେ ଉପସ୍ଥାନ ଖାତାରେ ଦୀର୍ଘ ଏକ ବର୍ଷ ହେଲା ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଲେଖା ଯାଇନାହିଁ ଦେଖ‌ିବାକୁ ପାଇଥିଲେ। ମଧ୍ୟାନ୍ନ ଭୋଜନ ପ୍ରତିଦିନ ପିଲାଙ୍କୁ ଦେଇ ମାତ୍ରାକ ଉପସ୍ଥାନ ଦେଖାଇବା ଉଦେଶ୍ୟ ରେ ଚଳୁ କରିବା ପାଇଁ ଏପରି କରାଯାଇଥିବା ଚର୍ଚ୍ଚା ହୋଇଥିଲା । ଏନେଇ ବିଇଓ ମେଡ଼ମଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଇଓ ମେଡମ ମୋତେ କିଛି ଜଣା ନାହିଁ ବୋଲି ଫୋନ ରଖ୍ ଦେଇଥିଲେ। ପ୍ରକାଶ ଥାଉକି ଆସିକା ଶିକ୍ଷା ଜିଲ୍ଲା ଅଧୂନ ରେ ଥ‌ିବା ଅଧୂକାଂଶ ବିଦ୍ୟାଳୟ ଭଗବାନଙ୍କ ଭରସା ରେ ଚାଲିଥିବା ଚର୍ଚ୍ଚା ହେଇଛି। ଶିକ୍ଷକ ଙ୍କୁ କେଉଁ ଅଦୃଶ୍ୟ ରେ ଚାଲିଥିବା ଚର୍ଚ୍ଚା ହେଇଛି। ଶିକ୍ଷକ ଙ୍କୁ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ବିଭାଗୀୟ ଅଧୂକାରୀ ମାନେ ଶିକ୍ଷକ ଙ୍କୁ ସହଯୋଗ କରୁଥିବା ଆଲୋଚନା ହେଉଛି। ଧରିବା ପରେ ଖସେଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଉଚ୍ଚ ପଦସୁ ଅଧୂକାରୀଙ୍କ ହସ୍ତକ୍ଷେପ ପରେ ଶେଷରେ ଆସିକା ବିଇଓ ଶିକ୍ଷକଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ଉପସ୍ଥାନ ଖାତା ରେ ଏକ ବର୍ଷ ହେଲା ପିଲାଙ୍କ ଉପସ୍ଥାନ ନ ପକେଇବା ସାଙ୍ଗକୁ ମଧ୍ୟାନ୍ନ ଭୋଜନ ଚାଉଳ ରେ ହେରଫେର ଘଟଣା କୁ ନେଇ ଶିକ୍ଷକ ଙ୍କୁ ନିଲମ୍ବିତ କରାଯାଇଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS