ଧରାକୋଟ_ବ୍ଲକର_ନୂତନ_ଏ_ବି_ଡି_ଓ ଙ୍କ ଯୋଗଦାନ l
April 17, 2026
0
ଧରାକୋଟ ବ୍ଲକର ନୂଆଁରେ ଏ ବି ଡି ଓ ଭାବରେ ଭବାନୀ ଶଙ୍କର ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗଞ୍ଜାମ ବ୍ଲକ ରୁ ଆସି ଧରାକୋଟ ବ୍ଲକରେ କାର୍ଯ୍ୟରେ ଯୋଗଦେବା ପରେ ବ୍ଲକ କର୍ମଚାରୀ ମାନଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସାଧାରଣ ଲୋକ ଙ୍କ ପାଇଁ ରହିଥିବା ଯୋଜନା ଗୁଡିକର କିପରି ସଫଳ ରୂପାୟନ ହୋଇପାରିବ ଏବଂ ସାଧାରଣ ଲୋକ ମାନେ କିପରି ଏହାର ସୁଫଳ ପାଇବେ ସେଥିପ୍ରତି ଗୁରୁତ୍ୱର ସହ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି। ପ୍ରକାଥାଉକି ଏଠାରେ କାର୍ଯ୍ୟରତ ଏ ବି ଡି ଓ ନିଜର ପୂର୍ବସ୍ଥାନ ଗଞ୍ଜାମ ବ୍ଲକକୁ ଫେରିଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ ନିଜର ପୂର୍ବସ୍ଥାନ ଧରାକୋଟ କୁ ଫେରିଛନ୍ତି ।
Tags


