Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଚିନ୍ତା ରେ ସହରର ବୁଦ୍ଧିଜୀବୀ l


ମୁରବି ବିହିନ କ୍ରାଇମ କେପିଟାଲ ଭାବେ ଜଣା ସୁଣା ବ୍ରହ୍ମପୁର ପୋଲିସ ଜିଲ୍ଲା। ଗତ କିଛି ଦିନ ଧରି ଚୋର ଙ୍କ ଆତଙ୍କ ରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଏବେ ଆଇନ ସୃଖଳା ପରିସ୍ଥିତ କୁ ନେଇ ଚିନ୍ତା ପ୍ରଘଟ କରିଲେଣି ସହରର ବୁଦ୍ଧିଜୀବୀ। ଗତ 72 ଘଣ୍ଟା ରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚର୍ଚ୍ଚିତ ଦୁଇ ଦୁଇଟି ହତ୍ଯାକାଣ୍ଡ ସହ ବ୍ଯବସାୟୀ କୁ ଅପହରଣ ଘଟଣା ବ୍ରହ୍ମପୁର ପୋଲିସ ଜିଲ୍ଲାର ସୃଖଳା ପରିସ୍ଥିତ କୁ ପଦାରେ ପକାଇଛି। ଖାଲି ବ୍ରହ୍ମପୁର ନୁହେଁ ଗଜପତି ପୋଲିସ ଜିଲ୍ଲା ମଧ୍ଯ ମଙ୍ଗୁଆଳ ବିହିନ ହୋଇପଡିଥିବା ଅଭିଯୋଗ ହୋଇଛି।ଗଜପତି ପୋଲିସ ଜିଲ୍ଲାର ଦାଇତ୍ବ ରେ ଥିବା ବ୍ରହ୍ମପୁର ଏସ ପି ଙ୍କୁ ପଶ୍ଚିମ ବଙ୍ଗ ନିର୍ବାଚନ ଦାଇତ୍ବ ରେ ଜିଲ୍ଲା ବାହାକୁ ଜିବାକୁ ପଡି ଥିବା ବେଳେ ଏଠି ଆଇନ ସୃଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ସରକାର ଙ୍କ କି ଆଭିମୁଖ୍ଯ ରହିବ ତାହା ଉପରେ ସମସ୍ତଙ୍କ ନଜର।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS