Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ବିକ୍ରି ହୋଇଛନ୍ତି ଭକ୍ତଦାସ


ଭୁବନେଶ୍ୱରରେ ପିସିସି ସଭାପତି ଭକ୍ତଙ୍କ କୁଶ ପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ । ହାତରେ କଂଗ୍ରେସ ପତାକା ଧରି ଭକ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ଭକ୍ତ ଦାସ ବିଜେଡ଼ି ପାଖରେ ବିକ୍ରି ହୋଇଛନ୍ତି। ରମେଶ ଜେନାଙ୍କୁ ଦଳର ବାହାର କରିବା ତାଙ୍କର ବଡ଼ ଭୁଲ କହି ଭକ୍ତଙ୍କ କୁଶପୁତ୍ତଳିକାକୁ ମୁଥ ମାରିବା ସହ ତଳେ ପକାଇ ଜାଳି ଦେଇଥିଲେ ।ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ସମର୍ଥକ ମାନେ ଭୁବନେଶ୍ବର ର ରାଜରାସ୍ତା କୁ ଓଲ୍ଲାଇ ଭକ୍ତି ଦାଶ ଙ୍କ କୁଶପୁତ୍ତଳିକା ଦାହ କରି ଦଳ ରୁ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେଇଛନ୍ତି।ଚୋର ହେ ଚୋର ହେ ଭକ୍ତି ଦାସ ଚୋର ହେ

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS