Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ବାହାରପୁର ପଞ୍ଚାୟତରେ ଜନ ଶୁଣାଣି ଅନୁଷ୍ଠିତ।

 



ଧରାକୋଟ ବ୍ଲକ ଅନ୍ତର୍ଗତ ବାହାର ପୁର ପଞ୍ଚାୟତରେ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଥିଲା।ଏଥିରେ ପଞ୍ଚାୟତର 22ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା।ଆଗକୁ ଖରାଦିନ ଆସୁଥିବାରୁ ତାକୁ ଦୃଷ୍ଟିରେ ରଖି ଶୀଘ୍ର ପାଣିର ସମସ୍ୟା ସମାଧାନ କରାଯିବ ବୋଲି ବି ଡି ଓ କହିଥିଲେ। ତତ୍ ସହିତ ରାସନ କାର୍ଡ ଓ ଆବାସ ଯୋଜନା ଉପରେ ମଧ୍ୟ ଫୋକସ ଦିଆଯାଇଥିଲା। ଏଥିରେ ସ୍ଥାନୀୟ ତହସିଲଦାର,ବି.ଡି.ଓ,ସି. ଡି.ପି.ଓ., ସରପଞ୍ଚ ଗୀତା ଲାଇକ,ସମିତି ସଭ୍ୟା ସୁଜାତା ଜେନା, ପି. ଇ. ଓ. ଅମୂଲ୍ୟ ରାଉଳ ଓ ସମସ୍ତ ବିଭାଗ, ବଡଗଡ ପୋଲିସ ଥାନା A.S.I. ଶିବରାମ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ। ସୂଚନା ଥାଉକି ଏହା ବାହାରପୂର୍ ଗ୍ରାମ ପଞ୍ଚାୟତର ଦ୍ଵିତୀୟ ଜନ ଶୁଣାଣି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS