Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ମା ତାରାତାରିଣୀ ପୀଠ ରେ ଚୈତ୍ର ମାସର ତୃତୀୟ ମଙ୍ଗଳବାର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l


 ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠ ରେ ଚୈତ୍ର ମାସର ତୃତୀୟ ମଙ୍ଗଳବାର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ହଜାର ହାଜର ଶ୍ରଦ୍ଧାଳୁ ବିଳମ୍ବିତ ରାତିରୁ ଧାଡିରେ ରହି ମାଙ୍କୁ ଦର୍ଶନ କରୁଛନ୍ତି l ତେବେ ଚୈତ୍ର ତୃତୀୟ ମଙ୍ଗଳବାର ରେ ମା ମହା ସରସ୍ବତୀ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦେଉଛନ୍ତି ଦର୍ଶନ l ତେବେ ବିଶ୍ୱାସ ରହିଛି ଚୈତ୍ର ମଙ୍ଗଳବାର ରେ ଶିଶୁ ଙ୍କ ପ୍ରଥମ ମୁଣ୍ଡନ ଇଷ୍ଟଦେବୀ ଙ୍କ ନିକଟରେ କଲେ ଶିଶୁ ଙ୍କ ମଙ୍ଗଳ ହୋଇଥାଏ ତେଣୁ ପୀ ରେ ଶିଶୁ ମାନଙ୍କ ମୁଣ୍ଡନ କରାଇ ମା ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ l ବିଶେଷକରି ମା ଙ୍କ ନିକଟରେ ପଞ୍ଚାମ୍ବୃତ ପୂଜା ର ରହିଛି ପରମ୍ପରା l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS