Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଜନଗଣନା କାର୍ଯ୍ୟରେ ନମ୍ବରିଙ୍ଗ କଲେ ଉପଜିଲ୍ଲାପାଳ

 


ଧରାକୋଟ ବ୍ଲକର ବରଡାବିଲି,ହରିପୁର ଓ ଦସମାଇଲି ରେ ଭଞ୍ଜନଗର ଉପ ଜିଲ୍ଲାପାଳ ତଥା ତଦରଖ ଅଧିକାରୀ ଉମାଶଙ୍କର ବେହେରା ପହଞ୍ଚି ଜନଗଣନା କାର୍ଯ୍ୟର ସମୀକ୍ଷା କରିବା ସହ ନିଜେ ଘର ଆଗରେ ନମ୍ବରିଙ୍ଗ କରି ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ଚାର୍ଜ ଅଫିସର ଗଣେଶ ଦଳାଇ,ସୁପରଭାଇଜର ବିରୂପାକ୍ଷ ପରିଡ଼ା,ସନ୍ତୋଷ କୁମାର ପାତ୍ର, ଗଣନାକାରି ସୁନୀତା ସେଠୀ,ପବିତ୍ର ସ୍ୱାଇଁ,ଗୀତାଞ୍ଜଳୀ ବେହେରା,ଅନିଲ ବାଗ ଓ ଶରତ ଚନ୍ଦ୍ର ବିଶ୍ୱାଳ ଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଉପିଜିଲ୍ଲାପାଳ ଲୋକଙ୍କୁ ନିଜ ନିଜର ସଠିକ ତଥ୍ୟ ଦେଇ ଜନ ଗଣନାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟ ପକ୍ଷରେ ଉପସ୍ଥିତ ସୁପରଭାଇଜର ଓ ଜନଗଣନାକାରି ଙ୍କୁ ସଠିକ ଗଣନା ପାଇଁ ପରାମର୍ଶ ଦେଇଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS