ଭଉଣୀ ର ବେଙ୍କ ରେ ଥିବା ଟଙ୍କା ପାଇଁ ବେଙ୍କ କତୃପକ୍ଷ ମଲା ଭଉଣୀକୁ ଆଣିବାକୁ କହିଲେ ଭାଇ ବାଧ୍ୟ୍ୟ ହୋଇ ଦୁଇ ମାସ ତଳେ ପୋତିଥିବା ସବ ଧରି ଆସିଲେ ବେଙ୍କ କୁ
April 27, 2026
0
ଭଉଣୀ ର ବେଙ୍କ ରେ ଥିବା ଟଙ୍କା ପାଇଁ ବେଙ୍କ କତୃପକ୍ଷ ମଲା ଭଉଣୀକୁ ଆଣିବାକୁ କହିଲେ ଭାଇ ବାଧ୍ୟ୍ୟ ହୋଇ ଦୁଇ ମାସ ତଳେ ପୋତିଥିବା ସବ ଧରି ଆସିଲେ ବେଙ୍କ କୁ lକେନ୍ଦୁଝର ଜିଲ୍ଲା ପାଟନା ନିର୍ବାଚନ ମଣ୍ଡଳୀର ମଲ୍ଲିପଶି ଗାଁ ଅଧିବାସୀ ଜିତୁ ମୁଣ୍ଡାର ଏ କାର୍ଯ୍ୟ ସରକାରୀ ନୀତି ନିୟମ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜଣେ ଭଉଣୀର ବ୍ୟାଙ୍କ୍ରେ ଥିବା ଟଙ୍କା ଭାଇ କାହିଁକି ନ ପାଇବ ଏକଥା କଣ ଶିକ୍ଷିତ ବ୍ୟାଙ୍କ୍ କର୍ମଚାରୀମାନେ ବୁଝାଇ ପାରିଲେ ନାହିଁ ଯେ ଭଉଣୀ ମୃତ୍ୟୁର ପ୍ରମାଣ ଦେବାପାଇଁ ଦୁଇମାସ ତଳେ ପୋତା ଯାଇଥିବା କଙ୍କାଳକୁ ଧରି ଭାଇ ବ୍ୟାଙ୍କ୍ରେ ପହଞ୍ଚୁଛି?


