Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଗଂଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓଵାଦୀ-ପୋଲିସ ମଧ୍ୟରେ ଗୁଳିମାଡ l


ଗଂଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓଵାଦୀ-ପୋଲିସ ମଧ୍ୟରେ ଗୁଳିମାଡ l। ଏହି ଗୁଳିମାଡରେ ଜଣେ ଏସଓଜି ଯବାନ ଗୁରୁତ୍ଵର ଅ।ହାତ ହୋଇଥିବାର ଖବର ମିଳିଥିବା ବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି । 9 ଜଣ ମାଓବାଦୀ ଥିବା ଖବର ମିଳିଥିବା ବେଳେ ଗୁରୁତ୍ଵର ଯବାନକୁ ପ୍ରଥମେ ସୋରଡା , ପରେ ପରେ ଅ।ସିକା ଓ ବ୍ରହ୍ମପୁର ବଡ ମେଡିକାଲରେ ଚିକିଛା ପାଇଁ ଭର୍ତ୍ତି କରାଯାଇଛି । ତେବେ ଘଟଣା ସୋରଡା ଥାନା ଗାଜବାଡି ଇଲାକାରେ ହୋଇଥିବା ସୂଚନା ମିଳିଛି ।
Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS